ପ୍ରେମିକାକୁ ବାହାଘର ପୂର୍ବରୁ ଗେହିଲି : X ବଏଫ୍ରେଣ୍ଡ ତା ବିଆର ସିଲ ଖୋଲି ଦେଇଥିଲା

ସାଙ୍ଗମାନେ, ରୀନା ବୋଲି ଜଣେ ଝିଅକୁ ଦେଖିବା ପରଠୁ ମୁଁ ତା କଥା ସବୁବେଳେ ଭାବୁଥାଏ । ମୋତେ ସେ ଗୋଟେ ଖୁବ ଭଲ ଝିଅଟେ ପରି ଲାଗେ । ଆଉ ବେଳେବେଳେ ମୁଁ ତାକୁ ପ୍ରପୋଜ କରିବି ବୋଲି ଭାବୁଥିଲି l କିନ୍ତୁ କେମିତି କରିବି ସେକଥା ଜାଣି ପାରୁନଥିଲି ଆଉ କଣ କରିବି କିଛି ଚିନ୍ତା କରିପାରୁନଥିଲି l

ସେଦିନ ରାତିରେ ତା ପାଖକୁ ମେସେଜ କଲି, କେମିତି ଅଛ.. ସେ ରିପ୍ଲାଇ କଲା ଭଲ ଅଛି l ସେ ପୁଣି ପଚାରିଲା ଆଜି ହଠାତ ମୋ ପାଖକୁ ମେସେଜ କେମିତି? ମୁଁ କହିଲି ଏମିତି ବସିଥିଲି ତୁମ କଥା ମନେ ପଡିଲା ତ ସେଥିପାଇଁ l ସେ କହିଲା ଆଛା କିଛି କାମ ଥିଲେ ମୋ କଥା ମନେ ପଡେ ଆଉ କାମ ନଥିଲେ ପଡେନି l ମୁଁ କହିଲି ଆରେ ନାହିଁ ନାହିଁ ସେମିତି କିଛି ନାହିଁ, ପୁଣି କହିଲି ଚାଲ ନେକ୍ସଟ ଶନିବାର ଦିନ ଏକାଠି ଲଞ୍ଚ କରିବା l ସେ କହିଲା ନା ନେକ୍ସଟ ଶନିବାର ସେ ବ୍ୟସ୍ତ ରହିବ l

ତାପରେ ମୁଁ ପୁଣି କହିଲି ତା ହେଲେ ରବିବାର ଦିନ l ସେ କହିଲା ମୋତେ ଲଞ୍ଚ ଖୁଆଇବାକୁ ଏତେ ବ୍ୟସ୍ତ କାହିଁକି? ମୁଁ କହିଲି ଏକାଏକା ଖାଇବାକୁ ଭଲ ଲାଗୁନି ସେଥିପାଇଁ l ସେ କହିଲା ଡାକିଲେ ତ ବହୁତ ଲୋକ ଆସିବେ ମୋତେ ହିଁ କାହିଁକି ଡାକୁଛ l ମୁଁ କହିଲି ତୁମେ ମୋତେ ଭଲ ଲାଗୁଚ୍ଛ ସେଥିପାଇଁ l ସେ ସ୍ମାଇଲ ଇମୋଜିଟେ ପଠେଇ କହିଲା ଆଚ୍ଛା ଗୋଟେ କଣ୍ଡିସନରେ ଆସିବି l ମୁଁ କହିଲି କଣ?? ସେ କହିଲା ପେମେଣ୍ଟ ମୁଁ କରିବି l ମୁଁ କହିଲି OK Done l

ନେକ୍ସଟ ରବିବାର ଦିନ ଆମେ ଗୋଟେ ରେସ୍ତୂରାଣ୍ଟରେ କଥା ହେଇକି ଦେଖାହେଲୁ । ସେଦିନ ସେ ଗୋଟେ ଲାଇଟ କଲରର ଡ୍ରେସ ପିନ୍ଧି ଆସିଥିଲା ଓ ଖୁବ ସୁନ୍ଦର ଆଉ ସେକ୍ସି ଦେଖାଯାଉଥିଲା l ମୁଁ ବି ଗୋଟେ ଡିପ କଲରର ପେଣ୍ଟ ସହ ଲାଇଟ କଲରର ବ୍ଲେଜର ପିନ୍ଧିଥିଲି । ଖାଇଲାବେଳେ କହିଲି ଆଜି ତୁମେ ଖୁବ ଚମତ୍କାର ଦେଖାଯାଉଛ l ସେ ବି ମୁରୁକି ହସି କହିଲା ତୁମେ ବି ଖୁବ ହାଣ୍ଡସମ ଦେଖା ଯାଉଛ l

ପରେ ନିଜ ନିଜର ହବି ବିଷୟରେ କଥାହେଲୁ ଓ ଏମିତି ଭାବେ ଆମର ଦୁଇଘଣ୍ଟା ବିତିଗଲା l ସେଦିନ ଜଣେ ଜଣଙ୍କ ପାଖରେ ଟିକିଏ ଫ୍ରି ଭାବରେ କଥା ହେଲୁ l ତାପରେ କିଛିଦିନ ଛାଡ଼ି ଆଉଥରେ ରୀନାକୁ ଡିନର ପାଇଁ ଡାକିଲି ଓ ସେ ଥରକରେ ରାଜି ହୋଇଗଲା l ଏଥର ଆମେ ଆଉ ଟିକିଏ ଫ୍ରି ହୋଇ ଗପିଲୁ l

ଏମିତି ଭାବରେ ଆମେ ନିକଟତର ହେବାକୁ ଲାଗିଲୁ ଓ ଦିନେ ମଉକା ଦେଖି ମୁଁ ତାକୁ ପ୍ରପୋଜ କରି କହିଲି ଯଦି ମୁଁ ତୁମକୁ ଭଲ ଲାଗୁଛି ତାହେଲେ ଆମ ଫ୍ରେଣ୍ଡସିପକୁ ନେକ୍ସଟ ଲେବଲକୁ ନେବାକୁ ଚାହୁଁଛି l ସେ କିଛି କହିଲାନି କିନ୍ତୁ ତା ଆଖି ଛଳଛଳ ହୋଇଗଲା l ପଚାରିଲି କଣ ହେଲା କିଛି ଭୁଲ କହିଲି କି? ସେ କିଛି ବି କହିଲାନି, କିଛି ସମୟ ପରେ ଯିବାପାଇଁ କହିଲା ଓ ଆମେ ବାହାରକୁ ଆସିଲୁ ସେ ଅଟୋ ନେଇ ତା ପିଜି ହଷ୍ଟେଲକୁ ଚାଲିଗଲା l

READ MORE  ସରଜୁର ବିଆ ମେଲେଇ ହେଲା ପରେ ଭାଉଜଙ୍କ ବିଆକୁ ଢିଲା କଲି : କୋମଳ ଚମଡା

ରାତିରେ ମୋ ପାଖକୁ ସରି ବୋଲି ମେସେଜ କଲା । ଲେଖିଲା କେଫେରେ ମୁଁ ଆପଣଙ୍କୁ ଯୋଉ ବ୍ୟବହାର କଲି ସେଥିପାଇଁ ଦୁଃଖିତ l ମୁଁ ଲେଖିଲି ଆରେ ଠିକ ଅଛି ଯଦି ପ୍ରପୋଜ କରି ମୁଁ କିଛି ଭୁଲ କରିଛି ତାହେଲେ ମୁଁ ବି ସରି l ସେ ପୁଣି ଲେଖିଲା ଯେ ମୁଁ ଯୋଉ କଥା ତୁମକୁ କହିପାରୁନି ସେ କଥା ଲେଖି ଜଣାଉଛି l ମୁଁ ଲେଖିଲି ପ୍ଲିଜ ଲେଖ ତୁମ ମନକଥା ଆଉ ସେ ଯାହା ଲେଖିଲା ତାହା ପଢି ମୁଁ ଟିକିଏ ଆଶ୍ଚଯ୍ୟ ହୋଇଗଲି l

ସେ ଲେଖିଥିଲା ତୁମେ ମୋତେ ଖୁବ ଭଲ ଲାଗନ୍ତି ଆଉ ହଠାତ ତୁମେ ଯେତେବେଳେ ପ୍ରପୋଜ କରିଦେଲେ ମୁଁ ତୁମକୁ ମୋ ବିଷୟରେ ସବୁ କିଛି ଜଣେଇବାଟା ଠିକ ଭାବୁଛି l ମୋର ଆଗରୁ ଜଣଙ୍କ ସହ ବାହାଘର ଠିକ ହୋଇ ଯାଇଥିଲା ଓ ଆମେ ଖୁବ ଅଧିକ ନିକଟତର ହୋଇ ଯାଇଥିଲୁ l ତୁମକୁ କିଛି ବି ଲୁଚେଇବାଟା ଠିକ ହେବନି l

ଆମେ ବାହାଘର ପରେ ଯାହା କରିବା କଥା ତାହା ବାହାଘର ଆଗରୁ କରି ଦେଇଥିଲୁ l କିନ୍ତୁ ପରେ ଜଣାପଡ଼ିଲା ଯେ ସେଇ ପିଲାଟା ଗୋଟେ ଠକ ଆଉ ଆମର ବାହାଘର ଭାଙ୍ଗିଗଲା l ଏହା ପରେ ବି ଯଦି ତୁମର କିଛି ଆପତ୍ତି ନାହିଁ ତାହା ହେଲେ ମୁଁ ତୁମର ପ୍ରସ୍ତାବରେ ରାଜି l ଏହା ପଢିଲା ପରେ ରୀନା ପ୍ରତି ମୋର ଭଲ ପାଇବାଟା ଆହୁରି ବଢିଗଲା ଓ ମୁଁ ସଂଗେ ସଂଗେ ଲେଖିଲି, ମୋର କିଛି ବି ଆପତ୍ତି ନାହିଁ l

ତୁମର frankness ଦେଖି ମୋତେ ତୁମର ଆହୁରି ନିକଟତର ହେଵା ପାଇଁ ଇଛା ହେଉଛି , I Love you… କାଲି ଅଫିସ ସାରିବା ପରେ ସେଇ କେଫରେ ଦେଖା କରିବାକୁ ଚାହୁଁଛି ଓ ରୀନା ବି ମୋ କଥାରେ ରାଜି ହୋଇଗଲା l ପ୍ରକୁତରେ କହିବାକୁ ଗଲେ ମୁଁ ବି ଭରଜିନ ନଥିଲି l ଆମେରିକାରେ ଚିକାଗୋ ୟୁନିଭେର୍ସିଟିରେ ପଢିଲାବେଳେ ଗୋଟିଏ ସାଉଥ ଆଫ୍ରିକା ଝିଅ ସିନି ସହ ମୋର ଫ୍ରେଣ୍ଡସିପ ହୋଇ ଯାଇଥିଲା l ତା ବାପା ଜଣେ ଇଣ୍ଡିଆନ ଓ ମା ଜଣେ ସାଉଥ ଆଫ୍ରିକାନ ଗୋରା l ସିନି ଦେଖିବାକୁ ଖୁବ ସୁନ୍ଦର ଓ ସେକ୍ସୀ ଥିଲା l

ତାର ଗୋଟେ ସାଉଥ ଆଫ୍ରିକାନ ଗୋରା ପୁଅ ସହ ରିଲେସନ ଥିଲା କିନ୍ତୁ ପରେ ବ୍ରେକଅପ ହୋଇ ଯାଇଥିଲା l ମୋ ସହ ତା ଫ୍ରେଣ୍ଡସିପ ବଢ଼ିବାରେ ଲାଗିଲା ଓ ଆମେ ଖୁବ କ୍ଲୋଜ ହୋଇଗଲୁ ଆଉ ତାପରେ ସେ ଫ୍ରେଣ୍ଡରୁ ଗାର୍ଲଫ୍ରେଣ୍ଡ ହୋଇଗଲା ଓ ଦିନେ ସୁଯୋଗ ଦେଖି ମୋ ସହ ସେକ୍ସ କଲା l ପରେ ଆମେ ବହୁତ ଥର ଗିହାଁଗେହିଁ ହୋଇଛୁ l

ପ୍ରକୁତରେ ଗେହିଁବାରେ ସେ ମୋ ଗୁରୁ ଥିଲା ଆଉ ମୋତେ ଗେହିଁବାର କଳା ଶିଖେଇଛି l ମୋ ବାଣ୍ଡର ସାଇଜଟା ତାର ଖୁବ ପସନ୍ଦ l ପ୍ରଥମେ ପ୍ରଥମେ ମୋର ଶୀଘ୍ର ବାହାରି ଯାଉଥିଲା । କିନ୍ତୁ ସିନିକୁ କିଛିଥର ଗେହିଁବା ପରେ ମୁଁ ଅଧିକ ସମୟ ପାଇଁ ଗେହିଁ ପାରୁଥିଲି ଓ ତାକୁ ଥରେ ଦୁଇଥର ଝଡ଼େଇ ଦେଉଥିଲି l ସେକେଣ୍ଡରେ ସେ ମୋ ରୁମକୁ ଆସିଯାଏ ବା ମୁଁ ତା ରୁମକୁ ଚାଲିଯାଏ ଓ ରାତିରେ ପଢାପଢି ସହ ଗିହାଁଗିହିଁ ବି ଖୁବ ଚାଲେ l

READ MORE  ମୋ ଶାଳିର ବିଆରେ ପସଉ ପସଉ ଚିଲେଇଲା : ଛୋଟ ବିଆରେ ଗେହି ପାରିଲିନି

ସେଠି ପୁଅଙ୍କ ରୁମରେ ଝିଅ ଓ ଝିଅଙ୍କ ରୁମରେ ପୁଅଙ୍କ ପ୍ରବେଶ ଗୋଟେ ସାଧାରଣ କଥା କେହି ସେ ବିଷୟରେ ଚିନ୍ତା ବି କରନ୍ତିନି l ଆମ ପଢା ସରିଲା ବେଳକୁ ସିନିର ପୁରୁଣା ବଏଫ୍ରେଣ୍ଡ ତାକୁ ଭୁଲ ମାଗିଲା ଓ ସିନି ବି ତାକୁ କ୍ଷମା କରିଦେଲା l

ସେମାନଙ୍କ ରିଲେସନ ପୁଣିଥରେ ଆରମ୍ଭ ହେଲା ପଢା ସାରିବା ପରେ ତା ପାଖକୁ ଚାଲିଗଲା, ଗଲାବେଳକୁ ମୋତେ କହିଲା I am sorry Swaroop, I have to go back to my old boyfriend. But I can’t forget the good moments which I have spent with you. ମୁଁ କହିଲି it’s ok cinni I also can’t forget my friendship with you.

ଏହାକହି ଆମେ ପରସ୍ପର ଠାରୁ ବିଦାୟ ନେଇ ଆସିଥିଲୁ l ପରେ ଭାବିଲି ଯାହା ହେଇଛି ଠିକ ହେଇଛି, ଏଇ ଗୋରି ଝିଅକୁ ବାହା ହୋଇ ଆସିଥିଲେ ଘରୁ ତଡା ଖାଇବାଟା ସୁନିଶ୍ଚିତ ଥିଲା l ଭାବିଲି ରୀନାକୁ ସିନି ବିଷୟରେ ସବୁକଥା କହିଦେବି କିନ୍ତୁ, ମୋର ଏ କଥା କହିବାକୁ ସାହସ ହେଲାନି ତେଣୁ ଚୁପ ରହିଗଲି l

ଭାବିଲି ପରେ କେବେ ସୁବିଧା ଦେଖି ତାକୁ ଏସବୁ କଥା କହିଦେବି l ପରଦିନ ମୁଁ ରୀନା ସହ ସେହି କେଫରେ ଦେଖାକଲି ଆଉ ତା ପାଇଁ ଗୋଟିଏ ନାଲି ଗୋଲାପ ଫୁଲଟେ ନେଇଥଲି l ଠିକ ସମୟରେ ସେ ଆସି ମୋ ପାଖରେ ବସିଲା ପରେ ତାକୁ ସେଇ ଗୋଲାପ ଫୁଲଟା ଦେଲି ସେ ଖୁସିରେ ତାକୁ ଗ୍ରହଣ କଲା l ସେ ବି ମୋ ପାଇଁ ଗୋଟେ କାର୍ଡ ଆଣିଥିଲା ଓ ମୋତେ ଦେଲା l

ସେଦିନ କେଫରେ ପ୍ରଥମ ଥର ପାଇଁ ତା ହାତ ପାପୁଲିକୁ ଧରି କିସଟେ କରିଥିଲି l ସେ ଖୁସିରେ ଆଖି ବନ୍ଦ କରି ଦେଇଥିଲା l ତାପରେ ରୀନା ବିଷୟରେ ମୁଁ ଘରେ କହିଲି ତାକୁ ବାହା ହେଵା ପାଇଁ ମୁଁ ରାଜି ବୋଲି l ଏକଥା ରୀନାର ବାପା ଜାଣିବା ପରେ ଆମଘରକୁ ବି ଫୋନ କରି କହିଦେଲେ l

କିଛିଦିନ ପରେ ବାଙ୍ଗାଲୋରରେ ଗୋଟିଏ ଗେଟଟୁଗେଦରର ଆୟୋଜନ କଲେ ଯୋଉଥିରେକି ମୋ ବାପା ମା, ଆଉ ରୀନାର ବାପା ମା, ତାଙ୍କ ପରିବାର, ମୁଁ ଓ ରୀନା ରହିଥିଲୁ l ସେଠି ମୋ ମା, ରୀନା ଆଙ୍ଗୁଠିରେ ଗୋଟିଏ ମୁଦି ପିନ୍ଧେଇ ଦେଇ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଦେଲେ l

ଵାସ ତାପରେ ମୋର ରୀନା ସହ ମିଳାମିଶା ଆହୁରି ବଢିଗଲା ପ୍ରାୟ ସବୁଦିନ ଆମେ ଭେଟୁଥିଲୁ, ରାତିରେ ଫୋନେରେ ଗପୁଥିଲୁ l ସୁବିଧା ସୁଯୋଗ ଦେଖି ଆମର ହଗ ଓ କିସ କରିବା ଆରମ୍ଭ ହୋଇଯାଇଥିଲା l ଏ ଭିତରେ ରୀନାର ଜଣେ ସିନିଅର, ରଶ୍ମି ଯେ କି ଗୋଟିଏ ସେରଡ ଫ୍ଲାଟରେ ରହୁଥିଲେ ରୀନାକୁ ତାଙ୍କ ସହ ରହିବାକୁ ଡାକିଲେ କାରଣ ତାଙ୍କ ପାର୍ଟନର ବାଙ୍ଗାଲୋରରେ job ଛାଡି ନିଜ ହଜବେଣ୍ଡଙ୍କ ପାଖକୁ Hyderabad ଚାଲିଗଲେ ଓ ସେଠି ଗୋଟେ ନୂଆ ଜବ ପାଇଲେ l

READ MORE  କଲେଜ ଫଂକ୍ସନରେ ସାଙ୍ଗକୁ ବାଥରୁମରେ ଗେହିଲି : ନାହି ଯାଏ ବାଣ୍ଡ ପଶିଗଲା

ରୀନା ମୋତେ କହିଲା ଯେ ସେ ସେଠାକୁ ଯିବାପାଇଁ ଚାହୁଁଛି ଓ ମୁଁ ସଙ୍ଗେସଙ୍ଗେ ରାଜି ହୋଇଗଲି କାରଣ ପିଜି ହଷ୍ଟେଲକୁ ଯିବା ଆମପାଇଁ ମନାଥିଲା ଓ ତା ସହ ଭେଟିବାକୁ ହେଲେ କୋଉ ବାହାରକୁ ଡାକିବାକୁ ପଡୁଥିଲା l ଏଠି ଫ୍ଲାଟରେ ମୁଁ ସବୁ ସମୟରେ ତାକୁ ଭେଟି ପାରିବି l ଆମ ବାହାଘରର ତାରିଖ ଆହୁରି ଠିକ ହୋଇନଥିଲା l ତେଣୁ ବାହାଘର ଯାଏଁ ରୀନା ସେଇ ଫ୍ଲାଟରେ ରହୁ ବୋଲି ମୁଁ ବି ଚାହୁଁଥିଲି l

ସୁବିଧା ଦେଖି ରୀନା ସେଇ ଫ୍ଲାଟକୁ ଆସିଗଲା l ସେଟା ଗୋଟେ 2 ବେଡ଼ରୁମ ଫ୍ଲାଟ ଥିଲା ଓ ଦୁହେଁ ଗୋଟେ ଗୋଟେ ରୁମ ସେୟାର କରୁଥିଲେ l ବର୍ତମାନ ରୀନା ସହ ଦେଖା କରିବାଟା ଖୁବ ସହଜ ଥିଲା ଯେତେବେଳେ ଇଛା ତା ସହ ଫ୍ଲାଟରେ ଦେଖା କରିହେଉଥିଲା l ରଶ୍ମି ଦେଖିବାକୁ ଖୁବ ସୁନ୍ଦର ଥିଲେ ଓ ତାଙ୍କ ହଜବେଣ୍ଡ ମୁମ୍ବାଇରେ ରହୁଥିଲେ ଓ ମଝିରେ ମଝିରେ ସେ ବାଙ୍ଗାଲୋର ଆସୁଥିଲେ ନହେଲେ ରଶ୍ମି ମୁମ୍ବାଇ ଯାଉଥିଲେ l

ଦିନେ ଶନିବାର ଦିନ ସକାଳୁ ରୀନା ପାଖକୁ ଫୋନ କଲି ସେ କହିଲା ଯେ ଗତ ରାତିରୁ ରଶ୍ମି ମୁମ୍ବାଇ ଯାଇଛନ୍ତି ଓ ସେ ଫ୍ଲାଟରେ ଏକା ଅଛି l ମୁଁ ପଚାରିଲି ଆଜିର କଣ ପ୍ରୋଗ୍ରାମ, ସେ କହିଲା ଆଜି ତୁମପାଇଁ ଲଞ୍ଚ ବନେଇବି l ତୁମେ କାମ ସାରି ଗୋଟାଏ ବେଳକୁ ଆସ ସାଙ୍ଗହୋଇ ଲଞ୍ଚ କରିବା l

ପ୍ରଥମ ଥର ଆଜି ରୀନାର ହାତ ରନ୍ଧା ଖାଇବାକୁ ମିଳିବ, ଏକଥା ଶୁଣିବା ପରଠୁ ମନ ଖୁସି ହୋଇଗଲା l ମୁଁ ମୋ କାମ ସାରି ଗୋଟେ ମଲ ଗଲି ଆଉ ରୀନା ପାଇଁ ଗୋଟେ ହାଲକା ନାଲି କଲରର ଶାଢ଼ୀଟେ କିଣିଲି ଓ ଠିକ ସମୟରେ ରୀନାର ଫ୍ଲାଟରେ ପହଞ୍ଚିଲି l ରୀନା ମୋତେ ଦେଖି ଖୁସି ହୋଇଗଲା l ମୁଁ ହାତ ମେଲେଇବାରୁ ସେ ମୋ ବାହୁରେ ଆସିଗଲା ଓ ଦୁହେଁ ହଗ କଲୁ l ତା ଗାଲରେ କିସଟେ କଲି ସେ ବି ମୋ ଗାଲରେ କିସଟେ କଲା l

ତାକୁ ତା ଗିଫ୍ଟଟା ଦେଲି, ସେ ପଚାରିଲା କଣ ବୋଲି, ମୁଁ କହିଲି ଖୋଲିକି ଦେଖ l ଶାଢ଼ୀ ଦେଖି ସେ ଖୁବ ଖୁସି ହୋଇଗଲା l ମୁଁ କହିଲି ପିନ୍ଧିକି ଆସ, ସେ କହିଲା ନା ଏବେ ନୁହେଁ ପରେ କେବେ l ମୁଁ କହିଲି ନା ଏବେ ପିନ୍ଧ ସେ କହିଲା ହଉ ଆଗେ ଲଞ୍ଚ କରିବା ପରେ ପିନ୍ଧିବି ଓ ମୁଁ କହିଲି ଠିକ ଅଛି l

Leave a Comment