ରୋହିତ ସକାଳୁ ସୋଇଛି ନିଦ ଆହୁରି ଭଲକରି ଭାଙ୍ଗିନି ଏ ସମୟରେ ତା ଫୋନ ରିଙ୍ଗ ହେଲା….. ଓଃ ସକାଳୁ ସକାଳୁ କିଏ ବା… ଦେଖିଲା ମାର କଲ ଆସିଛି । ସେ ମାକୁ ପ୍ରଣାମ କଲା… ମା ବୁଢାଟିଏ ହେଇଥାରେ ପୁଅ କହି, କାଲି ଆସୁଛୁ ତ ବୋଲି ପଚାରିଲେ? ଆସିଲେ ଯିବୁ ସେ ସବୁ ଝିଅଙ୍କୁ ଦେଖିବାକୁ । ହଁ ମା ଆସିବି….ସକାଳୁ ସକାଳୁ ତୋର ଆଉ କିଛି କାମ ନାହିଁକି ମା । ନିଦ ନ ଭାଙ୍ଗୁଣୁ ଝିଅ ଦେଖିବୁ ଝିଅ ଦେଖିବୁ ହେଲୁଣି । ଆରେ ପୁଅ ରାଗୁଛୁ କାହିଁକି? ମୁଁ ତ ତୋତେ ଖାଲି ମନେ ପକେଇଦେଲି । ହଉ ମା ରଖୁଛି କାଲି ଆସିଲେ କଥାହେବା ।
ସକାଳୁ ମା ମୁଡ଼ ଅଫ କରିଦେଲା, ଆଉ ଶୋଇବାକୁ ଇଛା ହେଲାନି ରୋହିତର । ଖଟରୁ ଉଠି ଚାଲିଲା ବାଥରୁମ ଆଡେ,ମୁହଁ ଧୋଇ ଅନ୍ୟାନ୍ୟ କାମ ସରି ଫେରିଲା ବେଳକୁ ଦିନ ଆଠଟା । ଆରେ ନଟ କାହିଁ ଆସିଲାନି, ଓଃ ନୋ କାଲି ଗଲାବେଳେ କହିଥିଲା ଆଜି ଅସବନି ବୋଲି । ସକାଳୁ ସକାଳୁ ଶଳା ଚାହାଟା ନିଜେ କରିବାକୁ ପଡିବ, ନହେଲେ ଛକକୁ ଯିବାକୁ ପଡିବ । ନା ନିଜେ ବନେଇଦେଲେ ଠିକ ହେବ । କିଚେନ ଯାଇ ଚାହା ବନେଇବାରେ ଲାଗିଲା ଆଉ ଚାହା ହେଲାପରେ କପ ନେଇ ବେଡ଼ରୁମ ଆସି ଖଟରେ ବସି ପିଇଲା । ସକାଳୁ ସକାଳୁ ମା ଉପରେ ସିନା ରାଗିଲା, କିନ୍ତୁ ମା ଠିକ କହୁଥିଲା ଶଳା ଆଉକେତେ ଦିନ ଏମିତି ଏକା ଏକା ରହିବ । ନଟ ସପ୍ତାହରେ ଦିନେ ବା ଦୁଇଦିନ ଆସେନି, ସେ ନ ଆସିଲେ ସବୁ କାମ ନିଜେ କରିବାକୁ ପଡୁଛି ।
ପୁଣିଥରେ ଫୋନ ରିଙ୍ଗ ହେଲା, ଦେଖିଲା ପଣ୍ଡା ବାବୁଙ୍କ ଫୋନ । କଣ ହେଲା ପଣ୍ଡା ବାବୁ । ସାର କଲେଜ ସାଇଟ ଯିବା ପରା, ଆପଣ ରେଡି ହେଲେଣି? ହଁ ହଁ ମୁଁ ପୁରା ରେଡି ଆପଣ ଆସନ୍ତୁ । ପଣ୍ଡା ବାବୁ ମାନେ ତା ପାଖରେ କାମ କରୁଥିବା ଜଣେ JE . ଆଜି ସକାଳେ ଗୋଟେ କାମ ଦେଖିବାକୁ ଯିବାକଥା ଆଗରୁ ସ୍ଥିର ହୋଇଥିଲା ଆଉ ରୋହିତ ସଙ୍ଗେସଙ୍ଗେ ପେଣ୍ଟ ସାର୍ଟ ପିନ୍ଧି କାମ ଦେଖିବାକୁ ପ୍ରସ୍ତୁତ ହୋଇ ରହିଲା । ସିଭିଲ ଇଞ୍ଜିନିଅରିଂ ପାସ କଲା ପରେ ରୋହିତର ଏଇଟା ହେଲା ପ୍ରଥମ ସରକାରୀ ଚାକିରୀ । ଏହା ପୂର୍ବରୁ ଦିଲ୍ଲୀରେ ଗୋଟେ ବେସରକାରୀ ସଂସ୍ଥାରେ ଚାକିରୀ କରୁଥିଲା । ସେଠି ଚାକିରୀ କରୁଥିବା ବେଳେ ଏହି ସରକାରୀ ଚାକିରୀ ବିଷୟରେ ଵିଜ୍ଞାପନ ବାହାରିଥିଲା । ଭଲକରି ପଢାପଢି କରି ପରୀକ୍ଷା ଓ ଇଣ୍ଟର୍ଭ୍ୟୁ ଦେଇ ଏହି ଚାକିରୀ ପାଇଛି ।
ଏଇ ଚାକିରୀରେ ଖୁବ ଭଲ ଇଜ୍ଜତ ମିଳୁଛି । ତା ଅଧୀନରେ 4ଜଣ JE ଅଛନ୍ତି, ତା ଛଡା କୋଟି କୋଟି ଟଙ୍କାର ସରକାରୀ କାମ ତା ଅଧୀନରେ ହେଉଛି । ଇଜ୍ଜତ ଛଡା ଦି ପଇସା ଉପୁରି ବି ପିସି ଭାବରେ ମିଳୁଛି । ପ୍ରଥମେ ପ୍ରଥମେ ସେ ଉପୁରି ନବାକୁ ରାଜି ହେଉନଥିଲା,କିନ୍ତୁ ପରେ ପରିସ୍ଥିତିରେ ପଡି ନବାକୁ ବାଧ୍ୟ ହେଲା । ବର୍ତମାନ ଦୁଇ ବର୍ଷ ଭିତରେ ତା ହାତରେ ବେସ ଦୁଇ ପଇସା ଅଛି । ଭୁବନେଶ୍ୱରରେ ମା ନାଁରେ ଗୋଟିଏ ପ୍ଲଟ ବି କିଣିସାରିଲାଣି । ଯୋଉଠି କି ଭବିଷ୍ୟତରେ ଗୋଟିଏ ଭଲ ପ୍ଲାନରେ ଘର ବାନେଇବାକୁ ସ୍ଥିର କରିଛି ।
ବାପା ତାର ବଡ଼ ବାବୁ ଭାବେ ଗୋଟେ ସରକାରୀ ଚାକିରୀ କରୁଛନ୍ତି ଓ ଆଉ ଗୋଟେ ବର୍ଷପରେ ଅବସର ନେବେ । ବର୍ତମାନ ସେମାନେ ଗୋଟେ ସରକାରୀ କ୍ୱାର୍ଟରରେ 8 ନମ୍ବରରେ ରହୁଛନ୍ତି । ସେ ଏବେ ଯାଏଁ ଘରଟିଏ ବି କରିନାହାନ୍ତି ଭୁବନେଶ୍ୱରରେ । ଯାହାବି ପଇସା ରୋଜଗାର କରିଥିଲେ ତାହା ପିଲାଙ୍କ ପଢାପଢି ଓ ଝିଅ ବାହାଘରରେ ଖର୍ଚ୍ଚ କରିଦେଲେ । ଅବସର ପରେ ଭାଡ଼ଘରେ ପେନସନ ପଇସାରେ ଚଳିଯିବେ । ବର୍ତମାନ ରୋହିତର ପୋଷ୍ଟିଙ୍ଗ ଏଠି କେସିଙ୍ଗାରେ ହୋଇଛି, ପ୍ରାୟ ଦୁଇ ବର୍ଷ ହେଲା ସେ ଏଠି କାମ କରୁଛି । ଆଗରୁ ଦୁଇ ବର୍ଷ ଦିଲ୍ଲୀରେ ଥିଲା, ପାଠ ସାରିବା ପ୍ରାୟ 4 ବର୍ଷ ଉପରେ ହେଲାଣି । ତେଣୁ ଘରେ ବାହାଘର ପାଇଁ ତା ପିଛା ବହୁତ ଲାଗିଲେଣି ।
ଘରେ ସେ ବଡ଼ ପୁଅ ଓ ତା ତଳେ ଗୋଟେ ଭଉଣୀ । ଭଉଣୀ ପାଠସାରି ଗୋଟେ IT କମ୍ପାନୀରେ ଜବ କରୁଛି ଆଉ ଗତବର୍ଷ ତା ବାହାଘର ସେଇ କମ୍ପାନୀରେ ଚାକିରୀ କରୁଥିବା ଗୋଟେ ପୁଅ ସହ ହୋଇଯାଇଛି । ଭଉଣୀ ବାହାଘର ପରେ ଏଇ ବାହାଘର ପ୍ରେସରଟା ତା ଉପରେ ବଢିଯାଇଛି, ଯଦିଓ ବାହାଘର ପାଇଁ ତାର ସେତେଟା ଇଛା ନାହିଁ କାହିଁକିନା ବାହାଘର ପରେ ଏହି ଫ୍ରିଡମଟା ଚାଲିଯିବ । କିନ୍ତୁ ବେଳେବେଳେ ଇଛା ବି ହୁଏ, କେତେଦିନ ଆଉ ଏମିତି ଏକା ଏକା ରହିବ । ତାର କେତେଜଣ ସାଙ୍ଗ ବାହା ହୋଇ ଖୁବ ମସ୍ତି କରୁଛନ୍ତି ଆଉ ଫେସବୁକରେ ସେମାନଙ୍କ ପୋଷ୍ଟ ସବୁ ଦେଖିଲା ପରେ ତାର ବି ମନ ହୁଏ ବାହାହେବାକୁ ।
କିଛିଦିନ ତଳେ ତା ମା ଫୋନ କରି କହୁଥଲେ ଯେ ସେମାନେ କିଛି ଝିଅଙ୍କୁ ସଟଲିଷ୍ଟ କରିଛନ୍ତି ଆଉ ରୋହିତ ଆସିଲେ ସେମାନଙ୍କୁ ଦେଖି ଫାଇନାଲ କରିବ ଓ ସେ ଏଥିରେ ବାଧ୍ୟ ହୋଇ ହଁ କହିଥିଲା । ଆଉ ସେଇ ସକାଶେ ମାଙ୍କର ବାରମ୍ବାର ଡାକରା ଆସୁଛି । ଆଗକୁ ସେକେଣ୍ଡ ଶନିବାର ଓ ରବିବାର ଦୁଇଦିନ ଛୁଟି ଅଛି ଆଉ ଦୁଇ ଦିନ ଛୁଟି ନେଇ ସେ ଭୁବନେଶ୍ୱର ଘରକୁ ଯିବାକୁ ସ୍ଥିର କରିଛି । କିଛି ସମୟ ପରେ ପଣ୍ଡା ବାବୁ ଓ ସେ କଣ୍ଟ୍ରାକ୍ଟର ଗୋଟିଏ ସ୍କର୍ପିଓ ଗାଡି ନେଇ ତା ଘରକୁ ଆସିଲେ । ରୋହିତ ଆଗରୁ ତୟାର ଥିଲା ଓ ଘର ବନ୍ଦ କରି ସଙ୍ଗେସଙ୍ଗେ ତାଙ୍କ ସହ ବାହାରିଗଲା । ସେଠୁ ପ୍ରାୟ ଚାଳିଶ କିଲୋମିଟର ସେ ସାଇଟ । ସାଇଟରେ ପହଞ୍ଚି କାମ ଦେଖିଲା, କାମ ପ୍ରାୟ ଠିକ ଥିଲା, ତଥାପି କିଛିଟା ରେକ୍ଟିଫିକେଶନ ପାଇଁ ନିର୍ଦେଶ ଦେଲା । ଜେଇ ଓ କଣ୍ଟ୍ରାକ୍ଟର ହଁ ସାର କରିଦେବୁ ବୋଲି କହିଲେ । କାମ ଦେଖା ସରିଲା ବେଳକୁ ଦେଢଟା ବାଜିଲାଣି. ସକାଳୁ ଖାଲି ଚାହା ଓ ବିସ୍କୁଟ ଖାଇଥିଲା ତେଣୁ ଖୁବ ଭୋକ ହେଲାଣି । ସାଙ୍ଗହୋଇ ପାଖରେ ଥିବା ଗୋଟେ ଢ଼ାବାକୁ ଗଲେ ଖାଇବାପାଇଁ ।
ଖାଇଲା ବେଳକୁ ରୋହିତ ତା ଭୁବନେଶ୍ୱର ଯିବା କଥା କହିଲା ଓ ସେଦିନ ରାତି ବସରେ ବାହାରିବା କଥା କହିଲା । ବସରେ ଯିବା କଥା ଶୁଣି କଣ୍ଟ୍ରାକ୍ଟର ବାବୁ ସଙ୍ଗେସଙ୍ଗେ କହିଲେ ସାର ବସରେ କଣ ଗୋଟେ ଯିବେ । ଆପଣ କହିଲେ ମୁଁ ମୋର ଏଇ ଗାଡି ଓ ଡ୍ରାଇଭର ଦେବି ତାକୁ ନେଇ ଆପଣ ଭୁବନେଶ୍ୱର ଯାଆନ୍ତୁ ଓ ସେଇ ଗାଡ଼ିରେ ଫେରି ଆସିବେ । ରୋହିତ ଭାବିଲା କଥାଟା କିଛି ମନ୍ଦ ନୁହେଁ । ପୁଣି ଭାବିଲା ନା ଡ୍ରାଇଭର ଗଲେ ସେ କୋଉଠି ରହିବ କୋଉଠି ଖାଇବ, ତେଣୁ ମନା କରିଦେଲା କଣ୍ଟ୍ରାକ୍ଟର ବାବୁ ପୁଣି ଗୋଟେ ପ୍ରସ୍ତାବ ଦେଇ କହିଲେ ସାର ଆପଣ ନହେଲେ ମୋ ନୂଆ ଅଲ୍ଟୋ କାରଟା ନେଇ ଯାଆନ୍ତୁ, ଭୁବନେଶ୍ୱରରେ ବୁଲାବୁଲି ପାଇଁ ଗାଡ଼ିଟିଏ ତ ଦରକାର । ରୋହିତ ଭାବିଲା ହଁ ଏ ପ୍ରସ୍ତାବଟା ଠିକ ହେବ,କିନ୍ତୁ କହିଲା ଆପଣଙ୍କ କିଛି ଅସୁବିଧା ହେବନି ତ । ଆରେ ନାଇଁ ସାର ଅସୁବିଧା କଣ କଣ୍ଟ୍ରାକ୍ଟର ବାବୁ ସାଙ୍ଗେସାଙ୍ଗେ କହିଲେ ।
ଶେଷରେ ରୋହିତ ଏଥିରେ ରାଜି ହେଲା ଆଉ ସେ ରାଜି ହେବ ସାଙ୍ଗେସାଙ୍ଗେ କଣ୍ଟ୍ରାକ୍ଟର ବାବୁ କହିଲେ ସାର ମୋର ଗୋଟେ ବିଲ ଥିଲା ଆପଣଙ୍କ ପାଖରେ, ରୋହିତ ହସିଦେଇ କହିଲା ହଉ ଯିବା ଆଗରୁ କରିଦେବି । ରୋହିତ ଠିକ କଲା କେମିତି ଯିବ, ଭାବିଲା ସନ୍ଧ୍ୟାବେଳେ ବାହାରିବ ଆଉ ରାତିରେ ବାଟରେ କୋଉ IB ରେ ରହିଯିବ ପୁଣି ସକାଳୁ ସକାଳୁ ବାହାରି ଭୁବନେଶ୍ୱରରେ ପହଞ୍ଚିବ । ଢାବାରେ ଖାଇସାରି ରୋହିତ ଅଫିସ ଆସିଲା, ଯାହା ସବୁ କାମ ଥିଲା ସବୁ ସାରିଦେଇ ଘରକୁ ଆସିଲା ଆଉ ଯିବାପାଇଁ ପ୍ରସ୍ତୁତ ହେଲା । ପେକିଙ୍ଗ ସରିଲା ବେଳକୁ ଗାଡି ଆସି ପହଞ୍ଚିଗଲା ଓ ଠିକ ସନ୍ଧ୍ୟା 6ଟା ବେଳକୁ ଗାଡି ନିଜେ ଚଲେଇ ବାହାରିଲା । ଯିବା ଆଗରୁ ଗୋଟେ ସାଙ୍ଗକୁ,ଯେ କି ବୌଦ୍ଧରେ ଅଛି, ଫୋନ କରି କହିଦେଲା ପୁରୁଣା କଟକ ଠାରେ ଥିବା IB ରେ ଗୋଟେ ରୁମ ରଖିବାକୁ ଓ ରାତି ପାଇଁ ଖାଇବା କରିବାକୁ ।
ସେ ସାଙ୍ଗ କହିଲା ହଉ ମୁଁ ଫୋନ କରି କହିଦେବି ୱାଚମେନ ସବୁ କରିଦେଇଥିବ । ନୂଆ ଆଲ୍ଟୋ ଗାଡି ଖୁବ ବଢିଆ ଚାଲୁଛି, ଟାଙ୍କି ବି ଫୁଲ ଅଛି ତେଣୁ ବିନା ଚିନ୍ତାରେ ଗାଡି ଚଲଉଛି । ଗାଡି ଚଲାଇଲା ବେଳେ ରୋହିତର ନେହା କଥା ମାନେ ପଡିଲା । ଦିଲ୍ଲୀରେ ଚାକିରୀ କଲାବେଳେ ନେହା ସେଇ କମ୍ପାନୀରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲା, ପଂଜାବୀ ଝିଅ, ଖୁବ ସ୍ମାର୍ଟ, ବଢିଆ ଇଂଲିଶ କୁହେ ଦେଖିବାକୁବି ଖୁବ ସୁନ୍ଦରୀ । ଗୋରା ଦେହ,ବଢିଆ ଫିଗର, ବଡ଼ ବଡ଼ ଦୁଧ ଦେଖିଲେ ଯାହାର ବି ଆଖି ଲାଖିଯିବ । ରୋହିତ ଅଫିସକୁ ଗଲାବେଳେ ସବୁବେଳେ ତା ସହ ଟିକିଏ ହସି ହସି କଥା ହୁଏ । ରୋହିତର ବି ଫିଗର ଖୁବ ଭଲ, 5ଫୁଟ 10ଇଞ୍ଚ ଲମ୍ବା ଆଉ ଜିମ ଯାଇ ବଡି ବନେଇଛି । ଆଉ ଦେଖିବାକୁ ବି ଖୁବ ଆକର୍ଷଣୀୟ ।
ନେହା ରୋହିତଠାରୁ ଦୁଇ ବର୍ଷ ବଡ । ଧୀରେ ଧୀରେ ନେହା ସହ ତାର ଦୋସ୍ତି ହୁଏ ଆଉ ଦୋସ୍ତି ପରେ କେଫରେ ଏକାଠି କଫି ପିଆ ଇତ୍ୟାଦି ଇତ୍ୟାଦି ଆରମ୍ବ ହୁଏ । ଦିନେ ସାହସ କରି ରୋହିତ ନେହାକୁ ସାଙ୍ଗହୋଇ ଫିଲ୍ମ ଯିବାକୁ ଡାକିଲା ଓ ନେହା ଗୋଟେ ଥରରେ ରାଜି ହୋଇଯାଇଥିଲା । ସୁବିଧା ଦେଖି ଗୋଟିଏ ଛୁଟି ଦିନରେ ନେହାକୁ ନେଇ ରୋହିତ ମେଟିନି ସୋ ଗୋଟେ ଇଂଲିଶ ଫିଲ୍ମ ଦେଖିବାକୁ ଯାଇଥିଲା । ଗୋଟେ ବ୍ଲୁ ଡେନିମ ଉପରେ ନାଲି କଲରର ଟପରେ ନେହା ବିଲକୁଲ ଫିଲ୍ମ ହିରୋଇନ ପରି ଲାଗୁଥିଲା । ହଲ ରେ ଲକ ପ୍ରାୟ ନଥିଲେ ତେଣୁ ସାଙ୍ଗହୋଇ ପଛପଟେ ଗୋଟେ କର୍ଣ୍ଣରରେ ବସିଗଲେ. କିଛି ସମୟ ଫିଲ୍ମ ଚାଲିଲାପାରେ ରୋହିତ ହଠାତ ଅନୁଭବ କଲାଯେ ତା ଜଙ୍ଘ ଉପରେ ନେହାର ହାତ । ସେ କିଛି ନ ଜାଣିଲା ପରି ବସି ଫିଲ୍ମ ଦେଖୁଥିଲା ଓ ନେହା ଆସ୍ତେ ଆସ୍ତେ ତା ହାତରେ ରୋହିତର ଜଙ୍ଘ ସାଉଁଳିବାରେ ଲାଗୁଥିଲା ।
ଏବେ ରୋହିତ ଆଉ ସମ୍ଭାଳି ନପାରି ନେହା ଆଡେ ଚାହିଁଲା ଆଉ ନେହା ମୁରୁକି ହସି ରୋହିତର ହାତ ନେଇ ତା ଛାତିରେ ଦୁଧ ଉପରେ ରଖିଲା । ଯଦିଓ ରୋହିତର ମନ ବି ଏ ସବୁ କରିବା ପାଇଁ ବ୍ୟଗ୍ର ଥିଲା, କିନ୍ତୁ ନେହାଯେ ତା ତରଫରୁ ଏ ସବୁ ଆରମ୍ଭ କରିବ ଏ କଥା ସେ ଚିନ୍ତା କରିନଥିଲା । ରୋହିତ ଆସ୍ତେ ଆସ୍ତେ ନେହାର ଦୁଧ ଚିପୁଥିଲା ଆଉ ନେହା ତା ହାତ ରୋହିତର ଜଙ୍ଘରେ ସାଉଁଳୁ ସାଉଁଳୁ ବାଣ୍ଡ ଆଡକୁ ନେଇଗଲା ଆଉ ବାଣ୍ଡ ଉପରେ ତା ହାତ ଚଲେଇବାରେ ଲାଗିଲା । ରୋହିତର ବାଣ୍ଡ ସେତେବେଳକୁ ପୁରା ଟାଣ । ନେହା ତା ନରମ ହାତରେ ବାଣ୍ଡକୁ ପେଣ୍ଟ ଉପରେ ଚିପିବାରେ ଲାଗିଲା ଆଉ ରୋହିତ ନେହାର ଟପ ଭିତରେ ହାତ ପୁରେଇ ତା ଦୁଧ ଚିପୁଥିଲା । ଏତିକି ବେଳେ ନେହା ରୋହିତର ଗାଲରେ ଚୁମାଟେ ଦେଇ ରୋହିତକୁ ଆହୁରି ଗରମ କରିଦେଲା । ରୋହିତ ବି ନେହା ଗାଲରେ ଚୁମା ଦେଲା ଆଉ ଦୁହେଁ ଦୁହିଁଙ୍କୁ ଚୁମା ଦେଉଥିଲେ ।
ଏ ସମୟରେ ନେହା ରୋହିତର ପେଣ୍ଟ ଜିପ ଖୋଲି ଭିତରେ ହାତ ପୁରେଇ ଅଣ୍ଡରୱେର ଉପରେ ତା ବାଣ୍ଡକୁ ମୁଠେଇ ଧରିଲା । ରୋହିତ ବି ନେହା ଜିନ୍ସର ବୋତାମ ଖୋଲି ତା ପ୍ୟାଂଟି ଉପରେ ବିଆକୁ ସଲସଲ କରୁଥିଲା । ଏମିତି କରୁକରୁ କେତେବେଳେଯେ ଫିଲ୍ମ ସରିଗଲା ସେକଥା ସେମାନେ ଜାଣିପାରିଲେନି । ଫିଲ୍ମ ସରିଲାପରେ ସେମାନେ ନିଜ ନିଜ ଡ୍ରେସ ଠିକ କରି ବାହାରକୁ ଆସିଲେ । ନେହା କହିଲା ତାକୁ ବହୁତ ଭୋକ ହେଲାଣି ଆଉ ଗୋଟେ ହୋଟେଲ ଯିବାପାଇଁ ଡାକିଲା । ରୋହିତକୁ ବି ସେତେବେଳକୁ ବହୁତ ଭୋକ ଆଉ ରୋହିତ ଗୋଟିଏ ଉପାୟ ପଞ୍ଚିଲା । କହିଲା ଚାଲ ଗୋଟେ ହୋଟେଲରେ ରୁମଟେ ନେଇ ସେଠି ଫ୍ରେସ ହେବା ଓ ରୂମକୁ କିଛି ସ୍ନାକ୍ସ ମଗେଇ ଖାଇବା । ନେହା ସଙ୍ଗେସଙ୍ଗେ ଏଥିରେ ରାଜି ହୋଇଗଲା ଓ ସେମାନେ ପାଖରେ ଥିବା ଗୋଟେ ଭଲ ହୋଟେଲ ଦେଖି ସେଠାରେ ଗୋଟେ ରୁମ ବୁକ କଲେ ।
ରୁମକୁ ଆସିବାପରେ ଆଗେ ଗୋଟେ ଗୋଟେ କଫି ମଗେଇଲେ ଆଉ କଫି ଆସିବା ଭିତରେ ରୋହିତ ନେହାକୁ ନିଜ ବାହୁରେ ନେଇ ଗୋଟେ ଟାଇଟ ହଗ ଦେଲା ଓ ତା ଓଠକୁ କିସ କଲା । ନେହାବି ରୋହିତକୁ ଖୁବ ସହଯୋଗ କରୁଥିଲା ଓ ଦୁହେଁ ଦୁହିଁଙ୍କ ଓଠରେ ଲଙ୍ଗ କିସ କରୁଥିଲେ । ଏତିକିବେଳେ ରୁମ ବୟ କଫି ନେଇ ଆସିଲା ଓ ଡୋର ନକ କଲା ଓ ଦୁହେଁ ଅଲଗା ହୋଇ କହିଲେ କମ ଇନ । ରୁମବୟ ଆସି କଫି ସର୍ଭ କରି ଚାଲିଗଲା । କଫି ପିଇ ସରିଲା ପରେ ରୋହିତ ଯାଇ ଡୋର ଲକ କରିଦେଲା ଆଉ ଆସି ନେହାକୁ ପଛପଟୁ କୁଣ୍ଡେଇ ଧରି ତା ଗାଲରେ ଚୁମା ଦେଲା । ନେହା ରୋହିତର ହାତ ନେଇ ତା ଦୁଧରେ ଥୋଇଦେଲା ଆଉ ରୋହିତ ପଛପଟୁ ନେହାକୁ ଧରି ତା ଗାଲରେ ଚୁମା ଦେଇ ଦୁଧ ଚିପୁଥିଲା । ନେହା ନିଜ ହାତ ପଛପଟକୁ ଆଣି ରୋହିତର ବାଣ୍ଡକୁ ପେଣ୍ଟ ଉପରେ ଧରି ଆଉଁସିଲା । 05ରୋହିତ ଆଉ ସମ୍ଭାଳି ନପାରି ନେହାକୁ ନିଜ ଆଡକୁ ବୁଲେଇ ତା ଓଠରେ ଚୁମା ଦେବାରେ ଲାଗିଲା ।
କିଛି ସମୟ ଚୁମାଚାଟି ପରେ ନେହା ରୋହିତକୁ ଖଟ ଉପରେ ବସେଇ ନିଜେ ତଳେ ଆଣ୍ଠେଇ ବସିଗଲା ଆଉ ରୋହିତର ପେଣ୍ଟ ଖୋଲି ତା ବାଣ୍ଡକୁ ଚଡି ଭିତରୁ ବାହାର କରି ଆଣିଲା ରୋହିତର ବାଣ୍ଡ ସେତେବେଳକୁ ପୁରା ଟାଣ । ରୋହିତ କିଛି ବୁଝିବା ଆଗରୁ ନେହା ନିଜ ଜିଭ ବାହାର କରି ବାଣ୍ଡକୁ ଚାଟିବାରେ ଲାଗିଲା । ବାଣ୍ଡର ଉପରର ଚମଡାକୁ ତଳ ଉପର କରି ଜିଭରେ ବାଣ୍ଡ ମୁଣ୍ଡିକୁ ଚାଟିବାରେ ଲାଗିଲା ଆଉ ତା ପାଟି ଭିତରେ ବାଣ୍ଡକୁ ନେଇ ଚୁଚୁମିବାରେ ଲାଗିଲା । ଓଃ କିଛି ମଜ଼ା ରୋହିତ ଆଖି ବୁଜି ନେହାର ଚୁଚୁମିବା ମଜ଼ା ନେଉଥିଲା ଆଉ ତା ଟପ ଉପରୁ ଦୁଧ ଚିପୁଥିଲା । ରୋହିତର ବଡ଼ ବାଣ୍ଡକୁ ଦେଖି ନେହା ମନ ଖୁସି ହୋଇଗଲା ଆଉ ମସ୍ତ କରି ଚୁଚୁମୁଥିଲା । କେହି ଝିଅ ପ୍ରଥମ ଥର ରୋହିତର ବାଣ୍ଡ ଚୁଚୁମୁଥିଲା ତେଣୁ ରୋହିତବି ମଜ଼ା ପାଉଥିଲା ଓ କିଛି ସମୟ ଚୁଚୁମିଲା ପରେ ରୋହିତ ନେହାକୁ ଉଠେଇ ତା ଟପ ଖୋଲିଦେଲା ନେହା ବି ତାକୁ ସାହାଯ୍ୟ କଲା ଖୋଲିବାକୁ । ନେହା ନିଜେ ନିଜେ ତା ବ୍ରା ଖୋଲିଦେଲା ଆଉ ଗୋଟେ ଦୁଧକୁ ନେଇ ରୋହିତର ପାଟିରେ ପୂରେଇଦେଲା ।
ବାଃ କି ମସ୍ତ ଦୁଧ ନେହାର, ଗୋରା ଗୋରା ଓ ଗୋଲ ଗୋଲ । ରୋହିତ ଆଉ ସମ୍ଭାଳି ନପାରି ତା ଦୁଧ ଚୁଚୁମିଲା । ଅଳ୍ପ ସମୟ ଭିତରେ ଦୁହେଁ ଲଙ୍ଗଳା ହୋଇଗଲେ ଆଉ ନେହାକୁ ତଳେ ଶୁଆଇ ରୋହିତ ତା ଉପରକୁ ଆସିଗଲା । ନେହା ନିଜ ହାତରେ ରୋହିତର ବାଣ୍ଡକୁ ନେଇ ତା ବିଆ ଉପରେ ଘଷିଲା । ରୋହିତ ଆଉ ଡେରି ନକରି ନେହା ବିଆରେ ବାଣ୍ଡକୁ ପୂରେଇଦେଲା ଆଉ ତାକୁ ଗେହିଁବାରେ ଲାଗିଲା । ଆଉ ଅଳ୍ପ ସମୟରେ ବିଆ ଭିତରେ ପାଣିଛାଡିଦେଲା । ନେହା ହସି ହସି ପଚାରିଲା କଣ ଏଟା ତୁମର ପ୍ରଥମ ଥର କି? ରୋହିତ ହଁ କହିବାରୁ ନେହା କହିଲା ସେଥିପାଇଁ ଶୀଘ୍ର ବାହାରିଗଲା । ହଉ ଏହାପରେ ଆମେ ଭଲ କରି କରିବା । ନେହା ଏହାକହି ରୋହିତକୁ ନିଜ ଉପରକୁ ଟାଣି ଆଣି ତା ଗାଲରେ ଚୁମା ଦେଲା । ତାପରେ ଦୁହେଁ ବାଥରୁମରେ ସଫା ହୋଇ ନିଜ ନିଜର ପୋଷାକ ପିନ୍ଧିଲେ ଓ ସ୍ନାକ୍ସ ଅଡର କରି ଖାଇଲେ । ଖାଇସାରି ରୁମ ଚେକ ଆଉଟ କରି ଫେରିଲେ ।
ଏହା ପରଠୁଁ ଛୁଟି ଦିନରେ ବା ଟାଇମ ପାଇଲେ ନେହା ସହ ରୋହିତ 8/10 ଥର ସେକ୍ସ କରିଛି । ପରେ ପରେ ରୋହିତର ଗେହିଁବା ସମୟ ବଢିଯାଇଥିଲା ଓ ନେହାକୁ ବହୁତ ସମୟ ଧରି ଗେହିଁପାରେ । ନେହା ବି ରୋହିତ ଠାରୁ ଦାମୀ ଦାମୀ ଗିଫ୍ଟ ସବୁ ନେଇଛି । ରୋହିତ ଯାହା ସବୁ ଦରମା ପାଏ ସବୁ ନେହା ପଛରେ ଖର୍ଚ୍ଚ କରିଦିଏ । ଗୋଟେ ଗୋଟେ ମାସରେ ରୋହିତ ସାଙ୍ଗ ମାନଙ୍କ ଠାରୁ ଧାର କରି ନେହାକୁ ଗିଫ୍ଟ ଦିଏ । କିଛି ଦିନ ଏମିତି ଚାଲିବା ପରେ ନେହା ରୋହିତକୁ ଏଭୋଏଡ଼ କରିବାରେ ଲାଗିଲା । ଆଉ ଦିନେ ରୋହିତ ନେହାକୁ ତାଙ୍କ କମ୍ପାନୀର ଆଉଜଣେ ମେନେଜର ସହ ହୋଟେଲରେ ଦେଖିବାକୁ ପାଇଲା । ପରେ ଜାଣିବାକୁ ପାଇଲାଯେ ନେହାର ଏମିତି ବହୁତ ବୟ ଫ୍ରେଣ୍ଡ ଅଛନ୍ତି ଆଉ ସମସ୍ତଙ୍କ ଠାରୁ ସେ ଭଲ ଗିଫ୍ଟ ଓ ପଇସା ନିଏ । ଏ କଥା ଜାଣିବା ପରେ ସେ ଆଉ ନେହା ସହ ସମ୍ପର୍କ ରଖିଲାନି । ଆଉ କିଛିଦିନ ପରେ ସେ ଓଡ଼ିଶାରେ ସରକାରୀ ଚାକିରୀ ପାଇ ଦିଲ୍ଲୀ ଓ ନେହାକୁ ଛାଡି ଆସିଗଲା ନିଜ ରାଜ୍ୟକୁ । ଏ କଥା ଭାବି ଭାବି ଗାଡି ଚଳାଉଥିଲା ବେଳେ କେତେବେଳେ ଝିପିଝିପି ବର୍ଷା ଆରମ୍ଭ ହୋଇଗଲାଣି ଆଉ ରୋହିତ ୱାଇପେରକୁ ଅନ କରି ଗାଡିର ସ୍ପିଡ଼ ଟିକେ କମେଇ ଚଳାଉଥିଲା । ଏ ଭିତରେ ସେ ସଇଁତଳା ପାଖାପାଖି ଆସିଯାଇଥିଲା ।
ସଇଁତଳା ପୂର୍ବରୁ ଗୋଟେ ଛକ ପାଖରେ ଦେଖିଲା ଝିଅଟେ ବର୍ଷାରେ ଭିଜି ଠିଆ ହୋଇଛି । ରୋହିତର ଗାଡି ଦେଖି ତାକୁ ଲିଫ୍ଟ ମାଗିଲା । ରୋହିତ କଣ କରିବ ଭାବି ପାରିଲାନି ଏ କଥା ଭାବୁ ଭାବୁ ଟିକିଏ ଆଗକୁ ଚାଲିଗଲା । ପୁଣି ଭାବିଲା ବିଚାରି ଝିଅଟେ ବର୍ଷାରେ ଭିଜୁଛି । ଗାଡିକୁ ବ୍ୟାକ କରି ତା ପାଖକୁ ଫେରିଲା । ଡୋର ଖୋଲିବାରୁ ଝିଅଟି କହିଲା ପ୍ଲିଜ ମୋତେ ଟିକେ ବଲାଙ୍ଗୀର ଯାଏଁ ଲିଫ୍ଟ ଦେବେ । ରୋହିତ କହିଲା ହଉ ବସନ୍ତୁ । ଝିଅଟି Thank You କହି ତା ବେଗକୁ ପଛପଟେ ରଖି ଆସି ଆଗରେ ରୋହିତ ସାଇଡ଼ରେ ବସିଗଲା । ରୋହିତ ଦେଖିଲା ସୁନ୍ଦର ଝିଅଟେ, ବର୍ଷାରେ ପୁରା ଭିଜି ଯାଇଛି ଆଉ ମୁହଁରେ ପାଣି ଛିଟା ଲାଗିଛି । ଝିଅଟି ଖୁବ ସେକ୍ସି ଲାଗୁଥିଲା ଆଉ କିଛି ବାଟ ଚୁପଚାପ ଗଲାପରେ ରୋହିତ ପଚାରିଲା ଆପଣଙ୍କ ଘର କଣ ବଲାଙ୍ଗୀରରେ ।
ଝିଅଟି କହିଲା ନା ଆମ ଘର ଭୁବନେଶ୍ୱରରେ । ବଲାଙ୍ଗୀର ଗଲାପରେ ସେଠୁ ବସ ଧରି ଭୁବନେଶ୍ୱର ଯିବି । ରୋହିତ ପଚାରିଲା ଏଇ ନିଛାଟିଆ ଜାଗାରେ କାହିଁକି ଠିଆ ହୋଇଥିଲେ । ଝିଅଟି କହିଲା ମୁଁ ସେ ଜାଗାଠାରୁ 10 କିଲୋମିଟର ଦୂରରେ ଚାକିରୀ କରେ ଆଉ ସେଇ ଯାଗାରୁ ବଲାଙ୍ଗୀର ବା ଭୁବନେଶ୍ୱର ଯାଏଁ ବସ ମିଳିଯାଏ, ତେଣୁ ଠିଆ ହୋଇଥିଲି କିନ୍ତୁ ହଠାତ ବର୍ଷା ଆରମ୍ଭ ହୋଇଗଲା ଆଉ ସେଥିପାଇଁ ମୁଁ ଆଗରୁ ପ୍ରିପାର ନଥିଲି ତେଣୁ ଭିଜିଗଲି । ଯାହାହେଉ ଆପଣଙ୍କ ଗାଡ଼ିରେ ଜାଗା ଦେବାରୁ ବର୍ଷାରୁ ରକ୍ଷା ପାଇଲି ସେଥିପାଇଁ ଆଉଥରେ Thanks । ରୋହିତ କଥାକୁ ଆଗକୁ ନେବାପାଇଁ କହିଲା ଆରେ Thanks ତ ମୁଁ କହିଥାନ୍ତି ଆପଣଙ୍କୁ କାରଣ ଏକା ଏକା ବୋର ହେଉଥିଲି ଆପଣ ଆସିବାରୁ କଥାବାର୍ତ୍ତା ହୋଇ ବଲାଙ୍ଗୀର ଯାଏଁ ତ ଯିବା ।
ପୁଣି ପଚାରିଲା ଆପଣଙ୍କ ନାଁ କଣ ଆଉ କୋଉଠି ମାନେ କୋଉ ଡିପାର୍ଟମେଣ୍ଟରେ ଚାକିରୀ କରନ୍ତି.ଝିଅଟି କହିଲା ମୋ ନାଁ ରେଣୁ ଆଉ ମୁଁ ଗୋଟିଏ NGOରେ ଚାକିରୀ କରେ । ହେଡ଼ ଅଫିସ ଭୁବନେଶ୍ୱରରେ । ସେଠି କିଛି କାମ ଥିଲା ବୋଲି ବାହାରିଥିଲି (ଝିଅଟି ଜାଣିଶୁଣି ସତ କହିଲାନି କାଳେ ପରେ କେବେ ଏହି ଲୋକଟି ବ୍ଲାକମେଲ କରିପାରେ) ଘରେ ବି କିଛି କାମ ଥିଲା ତେଣୁ କିଛିଦିନ ଦିନ ରହିଥାନ୍ତି । ଆଉ ଆପଣ କୁଆଡେ ଯାଉଛନ୍ତି.. ଆପଣଙ୍କ ନାଁ କଣ? ରୋହିତ ଭାବିଲା ସତ କହିବିନି । କେମିତିକା ଝିଅ ହୋଇଥିବ ସତ ଜାଣିଲେ ପରେ ବ୍ଲାକମେଲ କରିପାରେ । ତେଣୁ କହିଲା ମୋ ନାଁ ଅଶୋକ ମୁଁ ଗୋଟେ କାନଷ୍ଟ୍ରକ୍ସନ କମ୍ପାନୀରେ ଚାକିରୀ କରେ । କମ୍ପାନୀ କାମରେ ଭବାନୀପାଟଣା ଯାଇଥିଲି ଓ ଭୁବନେଶ୍ୱର ଫେରୁଛି । କିଛି ସମୟ ପରେ ରୋହିତ ପୁଣି କହିଲା ଏକା ଏକା ବୋର ଲାଗୁଥିଲା ଆପଣ ଆସିବାରୁ କମ୍ପାନୀ ମିଳିଲା । ଆଛା ମୁଁ ତ ଭୁବନେଶ୍ୱର ଯାଉଛି ଚାଲନ୍ତୁନା ସାଙ୍ଗ ହୋଇ ଭୁବନେଶ୍ୱର ଯିବା । ରେଣୁ ଭାବିଲା ପ୍ରସ୍ତାବଟା ମନ୍ଦ ନୁହେଁ ।
ବଲାଙ୍ଗୀରରେ କେତେବେଳେ ବସ ମିଳିବ ତାର କିଛି ଠିକ ନାହିଁ, ତାଛଡା ଭଲ ସିଟ ଟେ ମିଳିବ କି ନାହିଁ, ଆଉ ଲୋକଟା ବି ବହୁତ ଫ୍ରେଣ୍ଡଲି ଭଳି ଲାଗୁଛି, ପୁଣି ଏସି କାରରେ ଆରାମରେ ବସିଛି । ରୋହିତ ପୁଣି ଥରେ କହିଲା କଣ ଏତେ ଭାବୁଛନ୍ତି… ରେଣୁ କହିଲା ନାଇଯେ ଆପଣଙ୍କ କାଳେ କିଛି ଅସୁବିଧା ହେଇପାରେ । ରୋହିତ କହିଲା ଆରେ ଅସୁବିଧା କଣ ଗାଡିତ ଫାଙ୍କା ଯାଉଛି ଆଉ ସାଙ୍ଗହୋଇ ଗଲେ ବାଟ ବି କଟିଯିବ । ରେଣୁ କହିଲା ହଉ ଯଦି ଆପଣଙ୍କ କିଛି ଅସୁବିଧା ନାହିଁ ତାହେଲେ ସାଙ୍ଗହୋଇ ଯିବା । ରୋହିତ ଭାବିଲା ଏକା ଯାଉଥିଲା ସୁନ୍ଦର ଝିଅଟେ ମିଳିଲା, ଭଲହେଲା ବାଟ ଭଲରେ କଟିଯିବ । ଏଭିତରେ ସେମାନେ ବଲାଙ୍ଗିରରେ ପହଞ୍ଚି ସାରିଲେଣି ଆଉ ରୋହିତ କହିଲା ଆପଣ ବର୍ଷାରେ ଭିଜିଛନ୍ତି, ଚାଲନ୍ତୁ ଅଦାଦିଆ ଚାହାଟେ ପିଇବା ଭଲ ଲାଗିବ । ରେଣୁ କହିଲା ଆରେ ଆପଣଙ୍କୁ ତ ମୁଁ ଏହି କଥା କହିଥାନ୍ତି ଆପଣ ମୋ ମନ କଥା କହିଦେଲେ ।
କାରକୁ ଗୋଟେ ଚାହା ଦୋକାନ ପାଖରେ ରଖି ଦୁହେଁ ବାହାରକୁ ଆସିଲେ । ରେଣୁର ଭିଜିବାଟା ସେତେବେଳକୁ ପ୍ରାୟ ଶୁଖିଆସିଲାଣି । ରୋହିତ ଦୁଇଟି କଡାମାର୍କା ଅଦାଦିଆ ଚାହା ବରାଦ କଲା ଦୋକାନୀକୁ । ଚାହାପିଇ ଦୁହେଁ ପୁଣି ଗାଡ଼ିରେ ବସି ବାହାରିଲେ ଓ ଆସ୍ତେ ଆସ୍ତେ ଦୁହେଁ ଗପସପରେ ଲାଗିଲେ ଓ ଟିକିଏ ଫ୍ରିରେ କଥା ହେବାରେ ଲାଗିଲେ । ବଲାଙ୍ଗୀର ପାର ହେବାପରେ ରୋହିତ କହିଲା ଆଗରେ ପୁରୁଣାକଟକ ପାଖରେ ଗୋଟିଏ IB ଅଛି ସେଠି ଦୁଇଟି ରୁମ ନେଇ ରାତିରେ ରହିବା ଆଉ ସକାଳୁ ସକାଳୁ ବଡି ଭୋରରେ ଭୁବନେଶ୍ୱର ବାହାରିଯିବା କଣ କହୁଛନ୍ତି??ରେଣୁ ବି ବର୍ଷାରେ ଭିଜି ଟିକିଏ ଟାୟାର୍ଡ଼ ଫିଲ କରୁଥିଲା ଓ ଭାବିଲା ପ୍ରସ୍ତାବଟି ଖରାପ ନୁହେଁ । ତଥାପି କହିଲା ଯଦି ସେଠି ରୁମ ନମିଳିଲା ତାହେଲେ କଣ କରିବା ? ରୋହିତ କହିଲା ଆରେ ନା ନା ମୋର ଜଣେ ଚିହ୍ନାଜଣା ଅଛି,ତାକୁ କହିଲେ ସେ ରୁମ କରିଦେବ । ରେଣୁ କହିଲା ହଉ ଠିକ ଅଛି କିନ୍ତୁ ସକାଳୁ ଆଉ ଡେରି ନକରି ଜଲ୍ଦି ବାହାରିଯିବା, ରୋହିତ କହିଲା ମୁଁ ତ 5ଟା ବେଳକୁ ବାହାରି ପାରିବି ଆପଣ ବାହାରିଲେ ହେଲା ।
ରାସ୍ତାରେ କାର ଚଳାଉଥିଲା ବେଳେ ଗିଅର ଚେଞ୍ କଲାବେଳେ ବେଳେବେଳେ ରୋହିତର ହାତ ରେଣୁ ଜଙ୍ଘରେ ଟଚ ହୋଇଯାଉଥିଲା କିନ୍ତୁ ରେଣୁ ଏହାକୁ ନଜର ଅନ୍ଦାଜ କରୁଥିଲା । ଏମିତି କଥା ହେଉହେଉ ସେମାନେ ବୌଦ୍ଧ ପାର ହୋଇ ଆସି ପୁରୁଣାକଟକ IB ପାଖରେ ପହଁଚିଲେ । ରେଣୁକୁ ଗାଡ଼ିରେ ବସେଇ ରୋହିତ ଚୌକିଦାର ପାଖକୁ ଯାଇ ତା ରୁମ ବିଷୟରେ କହିଲା । ରୋହିତର ନା ଶୁଣି ଚୌକିଦାର କହିଲା ହଁ ସାର ଆପଣଙ୍କ ପାଇଁ 1 ନମ୍ବର ରୁମଟା ରିଜର୍ଭ ଅଛି । ସାର ମୋତେ କହିଛନ୍ତି । ରୋହିତ କହିଲା ଆରେ ମୋତେ ଦୁଇଟି ରୁମ ଦରକାର ଥିଲା । ଚୌକିଦାର କହିଲା ନାଇଁ ସାର ଆର ରୁମ ବି ରିଜର୍ଭ ଅଛି । କେବଳ ଗୋଟିଏ ରୁମ ହଁ ହେଇପାରିବ । ରୋହିତ ସେତେବେଳକୁ ପୁରା ଟାୟାର୍ଡ଼ ଆଉ ଅଗକୁ ଯିବାପାଇଁ ଇଛାନଥିଲା । ତେଣୁ ବାଧ୍ୟ ହୋଇ ରେଣୁ ପାଖକୁ ଆସି କହିଲା ଆରେ ମାଡାମ ଏଠି ଗୋଟିଏ ହିଁ ରୁମ ଖାଲି ଅଛି । ଅନ୍ୟ ରୁମଟି ଆଗରୁ ରିଜର୍ଭ ହେଇସାରିଛି । ବାସ ଗୋଟିଏ ରାତି କଥା , କେମିତି ବି କଟେଇଦେଇ ସକାଳୁ ସକାଳୁ ବାହାରିଯିବା ।
ମୁଁ ଆଉ ଗାଡି ଚଲେଇ ଆଗକୁ ଯିବା ଅବସ୍ଥାରେ ନାହିଁ । ରେଣୁ ବାଧ୍ୟ ହୋଇ ରୋହିତ ସହିତ ସେ ରୁମକୁ ଆସିଲା । ବେଶ ଭଲ ରୁମ ଟେ କଣରେ ଗୋଟିଏ ସୋଫା ପଡିଥିଲା । ରୁମକୁ ଲାଗି ଗୋଟେ ଚେଞ୍ଜ ରୁମ ଆଉ ତାକୁ ଲାଗି ଆଟାଚଡ଼ ବାଥରୁମ । ରେଣୁକୁ ରୁମଟା ଖୁଵ ଭଲ ଲାଗିଲା । ଭାବିଲା କେଇ ଘଣ୍ଟା କଥା କାଟିଦେଲେ ଗଲା । ସକାଳୁ ସକାଳୁ ବାହାରିଲେ ତିନି ଚାରି ଘଣ୍ଟା ଭିତରେ ଭୁବନେଶ୍ୱରରେ ପହଞ୍ଚିଯିବ । ରେଣୁକୁ ରୁମରେ ଛାଡି ରୋହିତ ଗଲା ଚୌକିଦାର ପାଖକୁ ଆଉ ତାକୁ ପଇସା ଦେଇ ଦୁଇଜଣଙ୍କ ପାଇଁ ଖାଇବା ବରାଦ କରିଦେଲା । ରୁମକୁ ଫେରିଲା ବେଳକୁ ରେଣୁ ଚେଞ୍ଜ କରି ଗୋଟିଏ ସ୍ଲିଭଲେସ ନାଇଟି ପିନ୍ଧି ବସିଥିଲା । ଖୁଵ ସୁନ୍ଦର ଓ ସେକ୍ସି ଲାଗୁଥିଲା । ରୋହିତ ମନେ ମନେ ଭାବିଲା ଏମିତି ଝିଅଟେ ଯଦି ଏଥର ଦେଖିବ ତାହେଲେ ସାଙ୍ଗେସାଙ୍ଗେ ହଁ କହି ବାହାହୋଇଯିବ । ରେଣୁ ବି ସେମିତି ରୋହିତ କଥା ଭାବୁଥିଲା । ଠିକ ସମୟରେ ଚୌକିଦାର ଖାଇବା ଲଗେଇଲା ।
ରୋଟି ସାଙ୍ଗକୁ ଦେଶୀ ଚିକେନ ଆଉ ଗୋଟେ ସନ୍ତୁଳା । ଦୁହେଁ ଯାକ ଭୋକିଲା ଥିଲେ ତେଣୁ ବେସ ଭଲ ଭାବେ ଖାଇଲେ । ରାତି ସାଢେ ନ ବେଳକୁ ଖାଇସାରି ଧୁଆଧୋଇ ହୋଇ ଶୋଇବାକୁ ପ୍ରସ୍ତୁତ ହୋଇଗଲେ । ରୋହିତ ବାଥରୁମରୁ ଧୁଆଧୋଇ ହେଇ ଆସିଲା ବେଳକୁ ରେଣୁ ଖଟର ଗୋଟେ କଡରେ ଶୋଇଯାଇଥିଲା । ରୋହିତ ଖଟରେ ଶୋଇବ କି ସୋଫାରେ ଶୋଇବ ଭାବୁଥିଲା । ସେତିକି ବେଳେ ରେଣୁ କହିଲା କଣ ଭାବୁଛନ୍ତି, ଆପଣ ଆର କଡ଼ରେ ଶୋଇଯାଆନ୍ତୁ । ଖଟ ତଳ ପଟେ ଗୋଟିଏ ଡବଲ କମ୍ବଳ ଭଙ୍ଗାହୋଇ ଥୁଆହୋଇଥିଲା । ରୋହିତ କମ୍ବଳକୁ ଖୋଲି ଘୋଡ଼ାଘୋଡ଼ି ହୋଇ ଶୋଇପଡ଼ିଲା । କିଛି ସମୟ ପରେ ତାକୁ ନିଦ ଲାଗିଗଲା । ଅଳ୍ପ ସମୟ ପରେ ପୁଣି ଥରେ ବର୍ଷା ଆରମ୍ଭ ହୋଇଗଲା । ପାହାଡିଆ ଜଙ୍ଗଲ ଜାଗାରେ ଟିକିଏ ବର୍ଷା ହେଲେ ସାଙ୍ଗେ ସାଙ୍ଗେ ଶୀତ ଆରମ୍ଭ ହୋଇଯାଏ । ରେଣୁର ନିଦ ହଠାତ ଭାଙ୍ଗିଗଲା ।
ଶୀତରେ ଦେହ ଥରୁଛି ଆଉ ସେପଟେ ଅଶୋକ କମ୍ବଳ ଘୋଡେଇ ହେଇ ଆରମରେ ଶୋଇଛି । ଡବଲ କମ୍ବଳଟା ଚାହିଁଲେ ଆରାମରେ ଦୁଇଜଣ ଯାକ ଘୋଡେଇ ହେଇ ସୋଇପାରିବେ । କିନ୍ତୁ କଣ ଯେ କରିବ ଜାଣିପାରୁନି । ଶେଷରେ ସ୍ଥିର କଲା ନା ଅଶୋକ ଠାରୁ କମ୍ବଳ ଟାଣି ଆଣି ଘୋଡେଇ ଶୋଇବ । ସେ ଆଉଟିକେ ନିକଟକୁ ଆସି କମ୍ବଳ ଟାଣି ଘୋଡେଇ ହେଇ ଶୋଇଲା । ସେତିକି ବେଳେ ରୋହିତର ନିଦ ଭାଙ୍ଗିଗଲା ଆଉ ସେ ଦେଖିଲା ଯେ ରେଣୁ ତା କମ୍ବଳ ଭିତରେ ପଶିଛି । ତେଣୁ ସେ ବି ରେଣୁର ଆଉଟିକେ ନିକଟକୁ ଆସି ଶୋଇଲା । ପାଖରେ ଗୋଟେ ଯବାନ ଝିଅ ଶୋଇଛି ତା ପୁଣି ଗୋଟେ କମ୍ବଳ ଭିତରେ । ରୋହିତକୁ ଆଉ ନିଦ ହେଲାଣି ସେ କିନ୍ତୁ ଶୋଇବା ବାହାନା କରି ପଡି ରହିଲା । ଦୁହେଁ ପରସ୍ପରକୁ ପଛ କରି ସୋଇଥିଲେ ।
କିଛି ସମୟ ପରେ ରୋହିତ କଡ଼ ଓଲଟେଇଲା । ଆଉ ରେଣୁ ଆଡକୁ ମୁହଁ କରି ଶୋଇଲା । ଜାଣିଶୁଣି ଟିକେ ଜୋରରେ ନିଶ୍ଵାସ ନେବାରେ ଲାଗିଲା କାହିଁକି ନା ରେଣୁ ଭାବିବ ଯେ ସେ ଶୋଇଛି । ରୋହିତର ବର୍ତମାନ ନେହା କଥା ମନେ ପଡିଲା । ନେହାକୁ ଖଟରେ କେତେଥର କୁଣ୍ଢେଇ ଧରି ଶୋଇଛି । ଏକଥା ଭାବୁଭାବୁ ସେ ତା ଗୋଡ଼ ରେଣୁ ଉପରେ ଥୋଇଲା । ଏପଟେ ରେଣୁକୁ ବି ନିଦ ହେଉନଥିଲା । ପାଖରେ ଜଣେ ଯବାନ ଟୋକା ସୋଇଛି ତା ପୁଣି ଗୋଟେ କମ୍ବଳ ଭିତରେ । ରେଣୁର ତା ପୂର୍ବ ବୟ ଫ୍ରେଣ୍ଡ ମହେଶ କଥା ମନେ ପଡିଲା । ମହେଶ ବାହୁରେ ସେ କେତେଥର ଏମିତି ମୁହଁ ଜାକି କୁଣ୍ଢାକୁଣ୍ଢି ହେଇ ଶୋଇଥିଲା । ବର୍ତମାନ ମହେଶ ଯଦି ତା ପାଖରେ ଏମିତି ସୋଇଥାନ୍ତା ତାହେଲେ ସେ କଣ ନା କଣ କରିଦେଇଥାନ୍ତା ।
ଏତିକିବେଳେ ରୋହିତର ଗୋଡ ରେଣୁ ଦେହରେ ପଡିଲା । ସେ ଚାହିଁକି ବି ତା ଗୋଡ଼ ହଟେଇ ପାରିଲାନି କାହିଁକି ନା ଏମିତି ଶୀତୁଆ ରାତିରେ ଗୋଟେ ମଜବୁତ ଗୋଡ ଦେହରେ ପଡିଲେ ଖୁଵ ଭଲ ଲାଗେ । ରୋହିତ ଏମିତି କିଛି ସମୟ ଗୋଡ଼ଟେ ପକେଇଲା ପରେ ତା ହାତ ନେଇ ରେଣୁ ଦେହରେ ରଖିଲା । ରେଣୁ କିଛି ବି କହିଲନି । ରୋହିତ ଜାଣିଶୁଣି ରେଣୁର ଆଉ ଟିକେ ନିକକୁ ଯାଇ ପଛପଟୁ ରେଣୁକୁ କୁଣ୍ଢେଇ ଧରିଲା । ଏଥର ରେଣୁ ମୁହଁ ଖୋଲି କହିଲା କଣ କରୁଛ ଅଶୋକ । ରୋହିତ ବି ମୁହଁ ଖୋଲି କହିଲା ଏମିତି ସୁନ୍ଦର ଝିଅଟେ ପାଖରେ ସୋଇଥିଲେ କଣ ନିଦ ହେବ ରେଣୁ । ରେଣୁ ରୋହିତ ଆଡକୁ ମୁହଁ ବୁଲେଇ କହିଲା ଯଦି ନିଦ ନ ହେବ ତାହେଲେ କଣ କରିବ । ରୋହିତ ରେଣୁକୁ କୁଣ୍ଢେଇ ଧରି ତା ଗାଲରେ ଚୁମାଟେ ଦେଇ କହିଲା ଯଦି ନିଦ ନ ହେବ ତାହେଲେ ସେ ଝିଅକୁ ଗେଲ କଲେ ନିଦ ହେଇଯିବ ।
ରେଣୁ ବି ରୋହିତର ଚୁମାର ଜବାବ ଚୁମାରେ ଦେଉଥିଲା । କିଛି ସମୟ ଓଠରେ ଚୂମା ଦେଇ ସରିଲା ପରେ ରୋହିତର ହାତ ରେଣୁର ଦୁଧ ଉପରକୁ ଗଲା ଆଉ ସେଠି ଆସ୍ତେ ଆସ୍ତେ ଚିପିବାରେ ଲାଗିଲା । ବହୁତ ଦିନ ପରେ ଗୋଟେ ଟାଣୁଆ ଯୁବକର ସ୍ପର୍ଶ ଦୁଧରେ ପାଇ ରେଣୁ ପାଗଳ ହୋଇଯାଉଥିଲା । ରୋହିତ ବି ବହୁତ ଦିନ ପରେ ଗୋଟେ ଝିଅର ଦୁଧକୁ ଚିପୁଥିବାରୁ ଖୁଵ ଖୁସି ଥିଲାରୋହିତ ରେଣୁର ନାଇଟିକୁ ଟେକିଦେଇ ତା ଖୋଲା ଦୁଧକୁ ହାତରେ ଦଳିବାରେ ଲାଗିଲା ଓ ରେଣୁ ବି ତାକୁ ଖୁଵ ସହଯୋଗ କରୁଥିଲା । ରେଣୁ ନିଜ ହାତରେ ଗୋଟେ ଦୁଧ ନେଇ ରୋହିତ ପାଟିରେ ପସେଇ ଦେଲା । ଏମିତି ରେଣୁର ଦୁଧ ସହ ଖେଳୁ ଖେଳୁ ରୋହିତର ବାଣ୍ଡ ଟାଣ ହେବାକୁ ଲାଗିଲା । ଓ ତାହା ରେଣୁର ଦେହରେ ଘଷି ହେଉଥିଲା । ରେଣୁ ବି ବହୁତ ଦିନ ହେଲା କାହା ବାଣ୍ଡକୁ ହାତରେ ଧରି ନଥିଲା । ତେଣୁ ସେ ନିଜ ହାତ ନେଇ ରୋହିତର ବାଣ୍ଡକୁ ମୁଠେଇ ଧରିଲା ।
ଆଃ ରୋହିତର ବାଣ୍ଡ ଆହୁରି ଟାଣ ହେବାକୁ ଲାଗିଲା । ରୋହିତ ରେଣୁର ନାଇଟି ଖୋଲିଦେଲା । ଆଉ ରେଣୁ ବି ରୋହିତର ସର୍ଟସ ଟାଣି ବାହାର କରିଦେଲା ରୋହିତ ରେଣୁର ଦୁଧକୁ ଚୁସି ଚାଲିଥିଲା ଆଉ ଡାଲି ଚାଲିଥିଲା । ରେଣୁ ରୋହିତର ବାଣ୍ଡକୁ ହାତରେ ମୁଠେଇ ଧରି ଆଉଁସୁଥିଲା ରୋହିତ ରେଣୁର ପ୍ୟାଂଟି ଖୋଲି ତାକୁ ନଙ୍ଗଳା କରିଦେଲା ଲାଉ ରେଣୁ ବି ରୋହିତର T ଶାର୍ଟ ଖୋଲି ତାକୁ ବି ନଙ୍ଗଳା କରିଦେଲା । ରୋହିତ ରେଣୁର ବିଆରେ ହାତ ମାରିଲା ବେଳକୁ ସେଟା ପୁରା ଓଦା । ରୋହିତ ଆଉ ବିଳମ୍ବ ନ କରି ରେଣୁ ଉପରେ ଚଢ଼ିଗଲା ଓ ତା ବାଣ୍ଡକୁ ରେଣୁ ବିଆ ଭିତରେ ପୂରେଇଦେଲା । ବାଣ୍ଡଟା ଗୋଟେ ଥରରେ ବିଆ ଭିତରେ ପଶିଗଲା । ଆଜି ବହୁତ ଦିନ ପରେ ଗୋଟେ ଝିଅକୁ ଗେହିଁବାର ମଜ଼ା ଆସିଲା । ଆବଶ୍ୟ ନେହା ନାଁ ରେ ବହୁତ ଥର ହଲେଇଛି । କିନ୍ତୁ ନେହାକୁ ଗେହିଁବା ପରେ ସେ ଆଉ କାହାକୁ ଗେହିଁ ନ ଥିଲା । ନେହା କଥା ମନେ ପକେଇ ରେଣୁକୁ ଗେହିଁବାରେ ଲାଗିଲା ।
ରେଣୁ ବି ତାର ପୂର୍ବ ବୟ ଫ୍ରେଣ୍ଡ ମହେଶ କଥା ମନେ ପକାଉଥିଲା । ମହେଶ ବି ଠିକ ଏମିତି ତାକୁ ଗେହୁଁଥିଲା । ଅବଶ୍ୟ ମହେଶର ବାଣ୍ଡଠୁଁ ୟା ବାଣ୍ଡଟା ଟିକେ ବଡ ଆଉ ମୋଟା । ବହୁତ ଦିନ ପରେ ଆଜି ଆଉ କାହାଠୁ ଗେହିଁବାର ମଜ଼ା ପାଉଥିଲା । ତା ଭୋକିଲା ବିଆରେ ଗୋଟେ ମୁଶଳ ବାଣ୍ଡ ପଶି ତାକୁ ଖୁଵ ଜୋର ରେ ଗେହିଁ ମଜ଼ା ଦଉଥିଲା । ସେ ସୁଖ ସମ୍ଭାଳି ନ ପାରି ରୋହିତକୁ ଜାବୁଡି ଧରିଥିଲା । ରୋହିତ ରେଣୁକୁ ଖୁଵ ଜୋର ଜୋର ରେ ଗେହୁଁଥିଲା ତା ବାଣ୍ଡଟା ରେଣୁ ବିଆରେ ପୁରା ପଶି ବାହାରି ଯାଉଥିଲା । ମଝିରେ ମଝିରେ ରେଣୁର ଦୁଧ ଚିପୁଥିଲା ଆଉ ତା ଗାଲରେ ଚୂମା ଦଉଥିଲା । ରେଣୁ ବି ମଝିରେ ମଝିରେ ରୋହିତକୁ ଜାବୁଡି ଧରି ତାକୁ ଚୂମା ଦଉଥିଲା । ଏମିତି ଲଗାତାର 12/15 ମିନିଟ ଗେହିଁଲା ବେଳକୁ ରେଣୁ ଦୁଇଥର ଝଡି ଯାଇଥିଲା । ଆଉ ରୋହିତର ବି ବାହାରିବା ଅବସ୍ଥା ଆସିଯାଇଥିଲା । ରୋହିତ ରେଣୁ ବିଆରୁ ବାଣ୍ଡଟା ବାହାର କରିଲା ବେଳକୁ ରେଣୁ ତା କାନରେ କହିଲା ନାଁ ଥାଉ ଭିତରେ । ଭିତରେ ହି ସବୁ ବାହାର କରିଦିଅ ।
ତେଣୁ ରୋହିତ ଜୋର ଜୋର ରେ ଗେହିଁ ରେଣୁ ବିଆ ଭିତରେ ସବୁ ପାଣି କାଢ଼ିଦେଲା । ଓଃ କି ମଜ଼ା, ଦୁହେଁ ସେମିତି ଲଙ୍ଗଳା ହୋଇ କୁଣ୍ଢାକୁଣ୍ଢି ହୋଇ କମ୍ବଳ ଘୋଡେଇ ସୋଇ ପଡିଲେ । ପ୍ରାୟ ପାଞ୍ଚଟା ବେଳକୁ ରୋହିତର ନିଦ ଭାଙ୍ଗିଲା ରେଣୁ ସେମିତି ନଙ୍ଗଳା ହୋଇ ତା ଉପରେ ଗୋଡ଼ ଥୋଇ ଶୋଇଛି । ରୋହିତ ତା ଗାଲରେ ଚୁମା ଦେଇ ତା ଦୁଧକୁ ଚିପବାରେ ଲାଗିଲା । ରେଣୁ ନିଦୁଆ କଣ୍ଠରେ ପଚାରିଲା କଣ ପୁଣିଥରେ.. ରୋହିତ କିଛି ନ କହି ତା କାମରେ ଲାଗିଗଲା । ରେଣୁ ବି ତାକୁ ସହଯୋଗ କରୁଥିଲା ଆଉ ଥରେ ରେଣୁକୁ ଭଲ ଭାବେ ଗେହିଁଲା । ରେଣୁ ବି ତା ଗିଁହାକୁ ମନଭରି ଉପଭୋଗ କରୁଥିଲା । ଦ୍ଵିତୀୟ ଥର ଗେହିଁ ସରିଲା ପରେ ଦୁହେଁ ପୁଣି ଥରେ ଶୋଇପଡିଲେସକାଳ 7ଟା ବେଳେ ଚୌକିଦାର ଚାହା ଆଣି କବାଟ ନକ କରିବାରୁ ନିଦ ଭାଙ୍ଗିଲା । ଦୁହେଁ ଚାହା ପିଇ ଫ୍ରେସ ହୋଇ ବାହାରିଲେ । ବାଟରେ ଆଉ ବେଶି କଥା ହୋଇନଥିଲେ । ବାସ ହଁ ନାହିଁ ରେ କଥା ହେଉଥିଲେ ।
ବରମୁଣ୍ଡା ବସଷ୍ଟାଣ୍ଡରେ ରେଣୁକୁ ଓଲ୍ହେଇଦେଇ ରୋହିତ ଚାଲିଗଲା ତା ଘରକୁ । ରାତିର ଘଟଣା ପାଇଁ ଖୁସି ଥିଲା । ଘରେ ପହଞ୍ଚିଲା ପରେ ତାକୁ ଦେଖି ସମସ୍ତେ ଖୁସି ହେଲେ ଆଉ ଘରେ ଯେଉଁ 4/5 ଟି ଝିଅଙ୍କୁ ବାଛିଥିଲେ ସେମାନଙ୍କୁ ଦେଖିବା ଆରମ୍ଭ ହେଲା । କିଏ ଟିକେ ମୋଟୀ ତ କିଏ ଟିକେ କାଳି । ଆଉ ଯିଏ ଟିକେ ସୁନ୍ଦର ଦେଖାଗଲା ସେ ଭଲ ପାଠ ପଢିନି । ଆଉ କେବଳ ଗୋଟିଏ ଝିଅ ରହିଲା ଦେଖିବାକୁ । ଭାବିଲା ଆଜି ସନ୍ଧ୍ୟାରେ ତାକୁ ଦେଖିଦେଇ ସକାଳୁ ଗାଡ଼ିନେଇ ଚାଲିଯିବ କେସିଙ୍ଗା । ଅଫିସରେ ସେପଟେ ବହୁତ କାମ ବାକି ପଡିଛି । ମା କହିଲେ ଯିବା ଆଗରୁ ତା ଫୋଟ ଟିକିଏ ଦେଖିଦେ । ଏଇଟା ସୁନ୍ଦର ଝିଅଟେ, ନାଁ ନମିତା, ଡାକ ନାଁ ମିନି, ଆଉ ପାଠ ବି ପଢିଛି, ବଲାଙ୍ଗୀର ଜିଲ୍ଲାରେ ହୋମିଓପାଥି ଡାକ୍ତର ଅଛି । ରୋହିତ କହିଲା ଫୋଟରୁ କଣ ମିଳିବ ନିଜେ ଯାଇ ଦେଖିବି ପସନ୍ଦ ହେଲେ ହଁ କହିଦେବି ନହେଲେ ଆର ଥରକୁ ରହିଲା । ସାନ୍ଧ୍ୟବେଳେ ସେମାନେ ବାହାରିଲେ ଶେଷ ଝିଅକୁ ଦେଖିବାକୁ ।
ଝିଅର ବାପା ମା ସେମାନଙ୍କୁ ଭଲସେ ସ୍ୱାଗତ କଲେ ଓ ପାଛୋଟି ଆଣି ଡ୍ରଇଂ ରୁମରେ ବସେଇଲେ । କିଛି ସମୟ ନିଜ ନିଜ ବିଷୟରେ କହିବା ପରେ ଚାହା ଓ ଜଳଖିଆ ଆସି ପହଞ୍ଚିଲା । ଆଉ ଶେଷରେ ଝିଅକୁ ଡକା ହେଲା । ଝିଅ ଆସି ପହଞ୍ଚିଲା ପରେ ତାକୁ ଦେଖି ରୋହିତର ଯେମିତି ହୋସ ଉଡ଼ିଗଲା । ଆରେ ଇଏ ତ ସେଇ ରେଣୁ ଯାହାକୁ ସେ ଆସିଲାବେଳେ ଲିଫ୍ଟ ଦେଇଥିଲା । କିନ୍ତୁ ୟା ନାଁ ରେଣୁ ନୁହେଁ ନମିତା । ନମିତା ଓ ରୋହିତ ଦୁହେଁ ଦୁହିଁଙ୍କୁ ଦେଖି କିଛି ନ କହି ମୁଣ୍ଡ ତଳକୁ କରି ବସିଲେ ।
ଶେଷରେ ନମିତାର ମା କହିଲେ ଯଦି ତୁମେ ଅଲଗାରେ କିଛି କଥା ହେବ ତାହେଲେ ବେଡ଼ ରୁମ ଯାଇ କଥା ହୁଅ । କିନ୍ତୁ ଦୁହେଁ ମନା କରିଦେଲେ । କହିଲେ ନା ସେମିତି କିଛି କଥା ହେବାର ନାହିଁ । ରୋହିତ ଭାବୁଥିଲା କେଡେ ଚରିତ୍ରହିନ ଝିଅଟେ । ଗୋଟେ ଅଜଣା ଲୋକ ସହ ରାତ୍ରିଯାପନ କରି ତାଠାରୁ ଗିହାଁ ଖାଉଛି ୟାକୁ ପୁଣି ବାହା ହେବି?? ସେପଟେ ନମିତା ଭାବୁଥିଲା ଛି ଶେଷରେ ଏଇ ଟୋକାକୁ ବାହାହେବି ଯିଏ କି ନିଜ ନାଁକୁ ଲୁଚେଇ ବାଟରୁ ଝିଅ ଉଠେଇ ଆଣି ଗେଷ୍ଟ ହାଉସରେ ଗେହିଁ ପାରୁଛି । ଏମିତି କେତେ ଝିଅଙ୍କୁ ଏ ଟୋକା ଗେହିଁଥିବ । ୟାକୁ କଣ ଗୋଟେ ବାହାହେବି? ଏହା ଥିଲା ମୋର ପାଠକପାଠିକା ମାନଙ୍କ ପାଇଁ ଆଉ ଗୋଟେ କାହାଣୀ । କେମିତି ଲାଗିଲା ଆପଣଙ୍କ ସୁଚିନ୍ତିତ ମତାମତ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣେଇବେ ।